ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରକୁ ଚିଠି: ଫସଲ ବୀମା ଯୋଜନାର ପଞ୍ଜିକରଣ ଅବଧିକୁ ବୃଦ୍ଧି କର

CM seeks extension of PMFBY registration date

 Published : ଓଟିଭି

/  

01-Aug-2017  

ଓଡିଶା ଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ଅବଧିକୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହଙ୍କୁ ପତ୍ର ଲେଖି କହିଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ଅବଧିକୁ ଅଗଷ୍ଟ ୧୬ ତାରିଖ ବୃଦ୍ଧି କରାଗଲେ ଓଡିଶାର ଚାଷୀ ମାନଙ୍କ ସ୍ବାର୍ଥରକ୍ଷା  ହୋଇପାରିବ ।

Other News