ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପୂର୍ବରୁ ବିଜେଡିର ସାଙ୍ଗଠନିକ ପୂର୍ନବିନ୍ୟାସ କଲେ ନବୀନ ପଟ୍ଟନାୟକ

Naveen Patnaik restructures BJD organization ahead of cabinet reshuffle

 Published : ଟାଇମ୍ସ ଅଫ ଇଣ୍ଡିଆ

/  

06-May-2017  

ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୫ ଜଣ ମନ୍ତ୍ରୀଙ୍କୁ ସାଙ୍ଗଠନିକ  ଦାୟୀତ୍ବ ପ୍ରଦାନ କରି ଦଳର ପୁର୍ନବିନ୍ୟାସ କରିଛନ୍ତି । ସେହି ମନ୍ତ୍ରୀ ମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସ ବର୍ମ୍ମା, ଅରୁଣ କୁମାର ସାହୁ, ପ୍ରଦୀପ କୁମାର ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ. ଏହି ମନ୍ତ୍ରୀ ମାନଙ୍କୁ ସାଙ୍ଗଠନିକ ଦାୟିତ୍ବ ତୁଲାଇବା ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

Other News