Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/01-Jan-2019
ତିନି ତଲାକ ବିଲକୁ କଂଗ୍ରେସ ଓ ବିରୋଧି ଦଳ ଗୁଡିକ ବିରୋଧ କରୁଥିବା ବେଳେ, ବିଲରେ କେତେକ ପରିବର୍ତ୍ତନ ଅଣାଗଲେ, ବିଜୁ ଜନତା ଦଳ (ବିଜେଡି) ଏହି ବିଲକୁ ରାଜ୍ୟସଭାରେ ସମର୍ଥନ ଦେବ ବୋଲି ବିଜେଡିର ରାଜ୍ୟ ସଭା ସଂସଦୀୟ ଦଳର ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।