ଓଡିଶାର ଆବଶ୍ୟକ, ସହରାଞ୍ଚଳ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା

Odisha seeks Rs 250 crores for anganwadi centres in urban areas

 Published : ଓଡିଶା ସନ୍ ଟାଇମ୍ସ

/  

21-Jul-2017  

ରାଜ୍ୟର ସହରାଞ୍ଚଳରେ ୩,୩୮୫ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ  କେନ୍ଦ୍ର ୨୫୦ କୋଟି ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦାବୀ କରିଛନ୍ତି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମାନେକା ଗାନ୍ଧୀ ନୂଆ ଦିଲ୍ଲୀସ୍ଥିତ ଓଡିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କଲାବେଳେ , ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ଏହି ପ୍ରସ୍ତାବ ରଖିଥିଲେ।

Other News