ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଛାତ୍ର ଛତ୍ରୀ ମାନଙ୍କୁ ଏପରି ଗଢ ଯାହାଙ୍କୁ ନେଇ ରାଜ୍ୟ ଗର୍ବିତ ହେବ

CM exhorts Adarsh Vidyalaya teachers to build Odisha students like Kailash Sahu

 Published : ଓଡିଶା ସନ୍ ଟାଇମ୍ସ

/  

24-Jun-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନାସାର ବୈଜ୍ଞାନିକ କୈଳାସ ସାହୁଙ୍କ ଭଳି ଗଢ ଯାହାକୁ ନେଇ ଓଡିଶା ଗର୍ବ କରିବ।

Other News