ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମହିଳା ହକିର ୪ ଖେଳାଳୀଙ୍କୁ ପ୍ରଦାନ କରାଯିବ ୧ କୋଟି ଟଙ୍କା କରି ପୁରସ୍କାର

CM announced Rs 1 cr cash reward for four women hockey players

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Sep-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏସୀୟ କ୍ରୀଡାରେ ମହିଳା ହକିରେ ଭାରତୀୟ ଦଳରେ ଖେଳିଥିବା ଓଡ଼ିଶାର ୪ ଜଣ ଖେଳାଳୀଙ୍କୁ ଏକ କୋଟି ଟଙ୍କା କରି ପୁରସ୍କାର ଅର୍ଥ ପ୍ରଦାନ କରାଯିବ। ମହିଳା ହକିରେ ଦେଶ ପାଇଁ ରୌପ୍ୟ ପଦକ ଆଣିଥିବାରୁ ଓଡ଼ିଶାର ଲିଳିମା ମିଞ୍ଜ, ନମିତା ଟପ୍ପୋ, ଦିପା ଗ୍ରେସ ଓ ସୁନିତା ଲାକ୍ରାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ।

Other News