ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭି ଏସ ଏସ ୟୁ ଟି ରେ, ଇ ଲର୍ଣ୍ଣିଂ ସେଣ୍ଟର ଉଦଘାଟିତ

Chief Minister inaugurates e learning centre at VSSUT

ବୁଲ୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ବିଶ୍ବବିଦ୍ୟାଳୟର ପରିସରରେ ୧୦ କୋଟି ୫୦ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ଇ-ଲର୍ଣ୍ଣିଂ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରି କହିଛନ୍ତି ଯେ, ଏହି ବିଶ୍ବବିଦ୍ୟାଳୟରେ ଏକ ଇନକ୍ୟୁବେସନ ଓ ଇଣ୍ଟରପ୍ରିନ୍ୟୁଅର ଡେଭଲପମେଣ୍ଟ ସେଣ୍ଟର ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟକରିବ।

Other News