ବିଜେଡିରେ ସାମିଲହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ବିଜେଡିରେ ସାମିଲହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

 Published : ETV Bharat

/  

03-May-2022  

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଫାଶିଓଦା ପଞ୍ଚାୟତରେ ବିଜୁ ଜନତା ଦଳ(BJD) ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଫାଶିଓଦା ଗ୍ରାମ ପଞ୍ଚାୟତରେ ଆଜି ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା।

ଅଧିକା ପଢ଼ନ୍ତୁ - http://www.etvbharat.com/oriya/odisha/state/khurda/several-congress-worker-joins-bjd-today-in-khordha/or20220501214400659659473

Other News