ନବୀନ ପଟ୍ଟନାୟକଙ୍କ ସୂଚନା : ରାଜନୈତିକ ବ୍ୟକ୍ତି ମାନେହିଁ ରାଜ୍ୟସଭାକୁ ଯିବେ

Political persons will go to Rajya Sabha: Naveen Patnaik

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତି, ଦଳର ରାଜ୍ୟସଭାରେ ୩ ଟି ଆସନ ଆସନ୍ତା ଏପ୍ରିଲ ମାସରେ ଖାଲି ହେଉଥିବାରୁ  ସେହି ଆସନ ପାଇଁ ରାଜନୈତିକ ବ୍ୟକ୍ତି ମାନଙ୍କୁ ଦଳ ପକ୍ଷରୁ ଚୟନ କରାଯିବ। ରାଜ୍ୟସଭା ଯିବା ପାଇଁ ଦଳରେ ଲବି ଆରମ୍ଭ ହୋଇଥିବାର ଜଣାପଡିଛି।

Other News