ନୀତି ଆୟୋଗ ନିକଟରେ ମୁଖ୍ୟ ମନ୍ତ୍ରୀଙ୍କ ଦାବି , ଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ରାଜ୍ୟର ମର୍ଯ୍ୟାଦା ମିଳୁ

CM demands special State status for Odisha at Niti Aayog meeting

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଠାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି ଯେ ଓଡିଶାକୁ ସ୍ଵତନ୍ତ୍ର ପାହ୍ୟା ରାଜ୍ୟର ମର୍ଯ୍ୟାଦା ପ୍ରଦାନ କରାଯାଉ l ସେହିପରି ସେ ଦର୍ଶାଇଛନ୍ତି ଯେ  କେନ୍ଦ୍ର ସରକାରଙ୍କର କେତେକ ନୀତି ଯୋଗୁ  ରାଜ୍ୟ ପାଉଥିବା ଟିକସ ଅର୍ଥର ପରିମାଣ ୪୨ ପ୍ରତିଶତରୁ ୩୨ ପ୍ରତିଶତ କୁ ହ୍ରାସ ପାଇଛି l

Other News