ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶିବାଦ ଭିକ୍ଷା କଲେ ନବୀନ

Naveen sought blessings of Lord Jagannath ahead of swearing-in

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-May-2019  

ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ପଞ୍ଚମ ଥରପାଇଁ ଶପଥ ଗ୍ରହଣ କରିବାର ଦିନକ ପୂର୍ବରୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆର୍ଶିବାଦ ଭିକ୍ଷା କରିଛନ୍ତି।

Other News