ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଓଡିଶା ଦେଶରେ ପ୍ରଥମ

Odisha topped PMGSY show

 Published : ଓଡ଼ିଶା ପୋଷ୍ଟ

/  

31-Mar-2018  

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସଡକ ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଯୋଜନାରେ ରାଜ୍ୟରେ ମୋଟ ୭୦୦୯.୧୯ କିଲୋ ମିଟର ଗ୍ରାମ୍ୟ ରାସ୍ଥା ନିର୍ମାଣ କରି ଦେଶରେ ଓଡିଶା ଶିର୍ଷ ସ୍ଥନରେ ପହଞ୍ଚିଛି।

Other News