ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ କ୍ୟାବିନେଟର ମଞ୍ଜୁରୀ

Cabinet approves tenders of mega lift irrigation projects

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର କରିବାପାଇଁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ଅଧିକ ୬୨୦୦୦ ହେକ୍ଟର ଜମିକୁ ଜଳ ସେଚିତ କରିହେବ। ସୁନ୍ଦରଗଡ, ଝାରସୁଗୁଡା, ଗଞାମ, କଳାହାଣ୍ଡି, ଏବଂ ନୂଆପଡା ଆଦି ୫ଟି ଜିଲ୍ଲାର ୨୩ଟି ବ୍ଲକରେ ଚାରିଗୋଟି କ୍ଲଷ୍ଟର ସୃଷ୍ଟି କରାଯାଇ ୫୪ ଟି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ  ପ୍ରତିଷ୍ଠା କରାଯିବ। ଏହା ଜଳ ସେଚନ କ୍ଷେତ୍ରରେ କୃଷକ ସାହାର୍ଯ୍ୟ କରିବ ।

Other News