କାଳିଆ, ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଚାଷୀଙ୍କୁ ଉପହାର

KALIA, CMs New Year gift to farmers

 Published : ଓଡ଼ିଶା ସନ୍ ଟାଇମ୍ସ

/  

31-Dec-2018  

ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଜୀବନ ଜୀବିକା ତଥା ଆୟ ବୃଦ୍ଧି ପାଇଁ ସଚିବାଳୟଠାରେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଏହି ଯୋଜନାରେ ୧୦୦୦୦ ଟଙ୍କା ବ୍ୟୟ ବରାଦ କରାଯାଇଛି।

Other News