ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ଓଡିଶାର ୬ ଟି ଜିଲ୍ଳାକୁ ପୁରସ୍କୃତ କରିବ

Centre to award 6 Odisha dists for achievement in PMAY,Grameen

 ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାରେ ୨୦୧୬-୧୭ ମସିହାରେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡିଶାର ଗଞ୍ଜାମ ସମେତ ୬ ଟି ଜିଲ୍ଲାକୁ ଜାତୀୟ ପୁରସ୍କାରରେ ସମ୍ମାନୀତ କରିବା ପାଇଁ କେନ୍ଦ୍ର ଚୟନ କରିଛି। ଏହି ସମ୍ମାନଜନକ ଆୱାଡ ଗଞ୍ଜାମ ବ୍ୟତୀତ ସମ୍ବଲପୁର, ବଲାଙ୍ଗୀର,ମୟୁରଭଞ୍ଜ, ସୁନ୍ଦରଗଡ, ଏବଂ ବାଲେଶ୍ବର ଜିଲ୍ଲାକୁ ପ୍ରଦାନ କରାଯିବ । ଯୋଜନାର ସଫଳତା ପାଇଁ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁଥିବା ଉତ୍ସବରେ ଜିଲ୍ଲାପାଳ ମାନଙ୍କୁ ସମ୍ମାନୀତ କରାଯିବ। ୨୦୧୬-୧୭ ମସିହାରେ ୧୩୩୯୫ ଟି ଗ୍ରମୀଣ ଆୱାସ ନିର୍ମାଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲାବେଳେ, ଧାର୍ଯ୍ୟସମୟ ମଧ୍ୟରେ୧୩୬୨ ଗୃହ ସଫଲତାର ସହ ନିର୍ମାଣ କରାଯାଇପାରିଛି।

Other News