ବଜେଟ ପ୍ରସ୍ତୃତି ପାଇଁ ଜନସାଧାରଣଙ୍କ ମତ ଲୋଡିଲେ ରାଜ୍ୟ ସରକାର

Odisha government ask public for budget suggestions

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

02-Jan-2017  

ରାଜ୍ୟ ସରକାର ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି କରିବା ପୂର୍ବରୁ ବଜେଟ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡିଛନ୍ତି। ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ବିଭିନ୍ନ ସଙ୍ଗଠନ, ସିଭିଲ ସୋସାଇଟି, ବିଭିନ୍ନ ସଂସ୍ଥା ପାଇଁ କାର୍ଯ୍ୟକରୁଥିବା ସଙ୍ଗଠନ ଓ ବ୍ୟକ୍ତି ବିଶେଷ ସେମାନଙ୍କର ମତାମତ ଉଏଭ ପୋଟାଲ (budget.Odisha.gov.in),ଇ-ମେଲ, ଏସ ଏମ ଏସ୍, ୱର୍ଟଆପ, ଏବଂ ଟେଲିଗ୍ରାମ, ମାଧ୍ୟମରେ ଜାନୁଆରୀ ପହିଲାରୁ ୧୫ ଦିନ ମଧ୍ୟରେ ପଠାଇବାକୁ କୁହାଯାଇଛି। ବଜେଟ ପ୍ରସ୍ତୁତ ପାଇଁ ଜନ ସାଧାରଣଠାରୁ ମତାମତ ଗ୍ରହଣ କରିବା ବ୍ୟବସ୍ଥା ରାଜ୍ୟରେ ଗତବର୍ଷଠାରୁ ଆରମ୍ଭ ହୋଇଛି ଏହି କ୍ଷେତ୍ରରେ ଜନସାଧାରଣଙ୍କ ଠାରୁ ବିପୁଳ ମତାମତ ମିଳିଥିଲା । ସେହି ମତାମତରୁ ଅନେକ ତଥ୍ୟ ଗତବର୍ଷ ଅର୍ଥବିଭାଗ ନେଇ ବଜେଟ ପ୍ରସ୍ତୁତ କରିଥିଲ।

Other News