ରାଜ୍ୟ ନଦୀଗୁଡିକର ପୁର୍ନରୁଦ୍ଧାର ପାଇଁ ହେବ ବ୍ୟାପକ ବୃକ୍ଷରୋପଣ

Green drive to revive States rivers

ମହାନଦୀ ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ନଦୀ ଗୁଡିକର କୂଳରେ ବ୍ୟାପକ ବୃକ୍ଷରୋପଣ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ମହାନଦୀ କୂଳେ କୂଳେ ସବୁଜ ବଳୟ ସୃଷ୍ଟି କରିବା ପାଇଁ  ଗ୍ରୀନ୍ ମହାନଦୀ ମିଶନରେ ୨ କୋଟି ଚାରା ୨୦୧୮-୧୯ରେ ରୋପଣ କରାଯିବ।

Other News