Published : ଟାଇମ୍ସ ଅଫ ଇଣ୍ଡିଆ
20-Jul-2018
ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆସି ଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଦଳର ସମସ୍ତ ୧୯ ଜଣ ସାଂସଦ ଲୋକସଭାରେ ଶୁକ୍ରବାର ଦିନ ୧୧ ଟା ବେଳେ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହୁଇପ ଜାରି କରାଯାଇଛି।