ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

CM condemns attack on Amarnath pilgrims

 Published : ଓଡିଶା ସନ୍ ଟାଇମ୍ସ

/  

11-Jul-2017  

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏହି ଅମାନୁଷିକ ଆକ୍ରମଣରେ ୭ ଜଣ ତୀର୍ଥଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଅନନ୍ତନାଗଠାରେ ହୋଇଥିବା ଏହି ଆକ୍ରମଣରେ ସଂପୃକ୍ତ ଥିବା ଆତଙ୍କବାଦୀ ଯୋପରି ଦଣ୍ଡ ନପାଇ ଖସିନଯାଆନ୍ତି ମୁଖ୍ୟମନ୍ତ୍ରୀ ଟ୍ବିଟକରି ସେଥିପ୍ରତି ଗୁରୁତ୍ବାରୋପ କରିଛନ୍ତି।

Other News