୧୯ ଟି ଜିଲ୍ଳାରେ ପ୍ରତିଷ୍ଠା ହେବ ୨୦ ଟି ନୂଆ ଡାକ୍ତରଖାନା

20 new hospitals to come up in 19 dists

ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସ୍ବଳ୍ପ ବ୍ୟୟରେ ଓ ସୁବିଧାରେ ଦ୍ବିତୀୟ ସ୍ତରରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାରୀ- ଘରୋଇ ଭାଗୀଦାରୀରେ ୧୯ ଟି ଜିଲ୍ଲାରେ ୨୦ଟି ଡାକ୍ତରଖାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସବୁ ଚିକିତ୍ସାଳୟ ଖୋଲାଗଲେ ରାଜ୍ୟରେ ଅଧିକ ୨୭୦୦ ଶଯ୍ୟା ବୃଦ୍ଧି ହେବା ସହିତ  ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Other News