Published : ଓଡିଶା ପୋଷ୍ଟ
/16-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଏକ ଅନଲାଇନ୍ ପ୍ରଶାସନିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ଏଣିକି ଶିଳ୍ପଦ୍ୟୋଗୀ ମାନେ ସରକାରଙ୍କଠାରୁ ରିହାତି ଅର୍ଥ ସୁବିଧାରେ ଅନଲାଇନରେ ଉଠାଇପାରିବେ।