ସୁନ୍ଦରଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କଲେ ୨୯ ଟି ପ୍ରକଳ୍ପର ଉଦଘାଟନ ଓ ୬୨ ଟି ପ୍ରକଳ୍ପର ଶୁଭଦାନ

CM on stone-laying spree in Sundargarh

ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାକୁ ୧୫ ଦିନ ମଧ୍ୟରେ ଦ୍ବିତୀୟଥର ଗସ୍ତରେ ଯାଇ ଜିଲ୍ଲାର ୩ ଟି ସ୍ଥାନରେ ନବନିର୍ମିତ ୨୯ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ୬୨ଟି ନୂତନ ପ୍ରକଳ୍ପର ଶୁଭଦାନ କରିଛନ୍ତି।

Other News