ବଲାଙ୍ଗିର ମେଡିକାଲ କଲେଜ ପ୍ରତିଷ୍ଠା ସ୍ବପ୍ନ ସାକାର ହେଲା

Balangir medical college dream came true

ବଲାଙ୍ଗିର ଠାରେ ନୂତନ ଭାବେ ପ୍ରତିଷ୍ଠିତ ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର  ସ୍ବାସ୍ଥ୍ର୍ୟ ମନ୍ତ୍ରୀ ଶ୍ରୀ ଜେ. ପି ନଡ୍ଡାଙ୍କ  ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି। ଏହି ମେଡିକାଲ କଲେଜରେ ନାମ ଲେଖାଇଥିବା ୧୦୦ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ୧୬ ଜଣ ଏବଂ ବରଗଡ ଜିଲ୍ଲାର ୧୩ ଅର୍ନ୍ତଭୂକ୍ତ। ଏହି ମେଡିକାଲ କଲେଜ ହସ୍ପିଟାଲ ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News