ରାଜ୍ୟ ସରକାର ଏକାଥରକେ ୫୮୧ ଡାକ୍ତରଙ୍କୁ ନିଯୁକ୍ତି ଦେଲେ

Govt appoints 581 doctors at one go

 Published : ଟାଇମ୍ସ ଅଫ ଇଣ୍ଡିଆ

/  

22-Aug-2017  

ରାଜ୍ୟ ସରକାର ସୋମବାର ଦିନ ୫୮୧ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଡାକ୍ତର ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଗୋଟିଏ ଥରରେ ଏତେ ସଂଖ୍ୟକ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଏହା ପ୍ରଥମ ଘଟଣା। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ ୬୭୧୯ ଡାକ୍ତର ପଦବୀ ମଧ୍ୟରୁ ଗତ ପଯ୍ୟାୟର ନିଯୁକ୍ତି ପ୍ରଦାନ ପୂର୍ବରୁ ୧୬୮୭ ପଦବୀ ଖାଲି ରହିଥିଲା । ଖାଲିରହିଥିବା ଡାକ୍ତରୀ ଓ  ସ୍ବାସ୍ଥ୍ୟ ସେବାର ଅନ୍ୟ ପଦବୀ ଗୁଡିକୁ ପୁରଣ କରିବା ପାଇଁ ସରକାର ଆଗ୍ରହୀ।

Other News