ମ୍ୟାଲେରିଆ ପ୍ରବଣ ୩ ଟି ଜିଲ୍ଲା ପାଇଁ ଔଷଧ ବୋଳା ମଶାରି

Medicated mosquito nets for three districts

 Published : ଟାଇମସ ଅଫ ଇଣ୍ଡିଆ

/  

25-Apr-2017  

ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କର ପକ୍ଷରୁ  ମ୍ୟାଲେରିଆ ପ୍ରବଣ ୩ ଟି ଜିଲ୍ଲାରେ  ଔଷଧ ବୋଳା ମଶାରି ବଣ୍ଟନ କାର୍ଯ୍ୟ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇଛି l ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ଏବଂ ନବରଙ୍ଗପୁର l

Other News