Published : ଦି ନ୍ୟୁଜରୁମ
/16-Feb-2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ମୋ ପରିବାର ଅଭିଯାନ ୧୬ ଜଣ ଓଡିଆ ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଛି । ଓଡିଶାବାସୀଙ୍କ ସହାୟତା ପାଇଁ ନିସ୍ଵାର୍ଥପର ଭାବେ କାମ କରିବାକୁ ନବୀନ ବିଜେଡି କର୍ମୀଙ୍କୁ ଆହ୍ଵାନ ଦେଇଥିଲେ। ଏନେଇ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଥିଲା। ସୁଚନା ପାଇ ବିଜେଡି କର୍ମୀମାନେ ତେଲେଙ୍ଗାନାରେ ପହଞ୍ଚି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା। ଶ୍ରମିକ ମାନେ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାମ କରୁଥିଲେ।