ମୁଖ୍ୟମନ୍ତ୍ରୀଙ୍କ ଜାନୁୟାରୀ ୨୭ରୁ ଦୁଇଦିନିଆ ଦିଲୀ ଗସ୍ତ

CM to leave for Delhi on 27 January on 2-day visit

 Published : ଓଡ଼ିଶା ସନ୍ ଟାଇମ୍ସ

/  

26-Jan-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାନୁୟାରୀ ୨୭ ତାରିଖରୁ ଦୁଇଦିଆ ଦିଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ସୋମବାର ଦିନ ଓଡ଼ିଶା ଭବନରେ ଏକ ବୈଠକରେ ଯୋଗ ଦେବେ, ଏତଦ୍ ବ୍ୟତୀତ ରାଜ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ସମ୍ପର୍କରେ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି।

Other News