ଗ୍ରାମ୍ୟ ଗୃହ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

Rural housing high on CM agenda

 Published : ଟାଇମ୍ସ ଅଫ ଇଣ୍ଡିଆ

/  

28-Feb-2018  

ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ବିଦ୍ୟୁତ କରଣ, ପାନୀୟଜଳ ଯୋଗାଣ ଏବଂ ନିରାମୟ ଯୋଜନା ତ୍ବରୀତ ଓ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲା ସ୍ତରରୁ ଆସିଥିବା ରିପୋର୍ଟ ଗୁଡିକର ସମୀକ୍ଷା କରିଥିଲେ।

Other News