ବିଜୁ ଜନତା ଦଳରେ ଯୋଗ ଦେଲେ ସୁଲୋଚନା ଦାସ

Sulochana Das joins Biju Janata Dal

 Published : ଓଡିଶା ସନ୍ ଟାଇମ୍ସ

/  

20-Jun-2017  

କଂଗ୍ରେସର ପୂର୍ବତନ ମୁଖପାତ୍ର ସୁଲୋଚନା ଦାସ,  ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ଠାରେ ବିଜେଡିରେ ଯୋଗ ଦେଇଛନ୍ତି।  ଦଳର ସଭାପତି ଶ୍ରୀ ପଟ୍ଟନାୟକ ଶ୍ରମତୀ ଦାସଙ୍କୁ ସ୍ବାଗତ କରିକହିଥିଲେ ଯେ ଦଳରେ ସୁଲୋଚନାଙ୍କ ଯୋଗଦାନ ଦଳକୁ ସୁଦୃଢ କରିବ।

Other News