ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଏବଂ ନିଯୁକ୍ତି ସୃଷ୍ଟି ପାଇଁ ଟାଟା ଷ୍ଟ୍ରାଇଭ ଓ ଟେକ ମହିନ୍ଦ୍ରା ସହ ସରକାରଙ୍କ ବୁଝାମଣା

MoU With TATA Strive, Tech Mahindra To Boost Skilled Odisha’s Global Prospects

 Published : ଓଡ଼ିଶା ବାଇଟ୍ସ

/  

04-Nov-2019  

ରାଜ୍ୟରେ  ଦକ୍ଷ ମାନବ ସମ୍ବଳ ସୃଷ୍ଟି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଟାଟା ଷ୍ଟ୍ରାଇଭ ଓ ଟେକ ମହିନ୍ଦ୍ରା ସହ କରିଥିବା ୩ଟି ଚୁକ୍ତି ସ୍ଵାକ୍ଷର ଓଡ଼ିଶାକୁ ବିଶ୍ୱ ଦକ୍ଷତାର ନାଭିକେନ୍ଦ୍ରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ନେଇଛନ୍ତି।

Other News