ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଟ୍ରାଫିକ୍ ଇଣ୍ଟରସେପ୍ଯର ଓ ବରିଷ୍ଠ ନାଗରିକ ସେଲର ବାଇକ ସେବା ବ୍ୟବସ୍ଥାର ଶୁଭାରମ୍ଭ କଲେ

CM flags off traffic interceptors, bikes for senior citizens cells

 Published : ଓଟିଭି

/  

30-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲିସ କମିଶନରେଟର ମୁଖ୍ୟାଳୟ ଠାରେ ପତାକା ଦେଖାଇ ୪ ଟି ଟ୍ରଫିକ୍ ଇଣ୍ଟରସେପ୍ଟର ଓ ବରିଷ୍ଠ ନାଗରିକ ସେଲର ବ୍ୟବହାର ପାଇଁ ଉଦିଷ୍ଟ ୩୫ ଟି ମଟରସାଇକେଲ ସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ବରିଷ୍ଠ ନାଗରିକ ସେଲର ପ୍ରତ୍ୟେକ ନୋଡାଲ ଓ ସହକାରୀ ନୋଡାଲ ପୁଲିସ ଅଧିକାରୀଙ୍କୁ ମଟରସାଇକେଲ ଓ ଗୋଟିଏ ସ୍ମାର୍ଟ ଫୋନ ପ୍ରଦାନ କରିଥିଲେ। ଏହି ସେଲ ବରିଷ୍ଠ ନାଗରିକ ମାନଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷା ପ୍ରଦାନ କରିବ।

Other News