ଯେକୌଣସି ସମୟରେ ନିର୍ବାଚନକୁ ସାମ୍ନା ପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

Ready to face polls any time: CM

 Published : ଟାଇମ୍ସ ଅଫ ଇଣ୍ଡିଆ

/  

21-Aug-2017  

୨୦୧୯ ପୂର୍ବରୁ ଆଗୁଆ ଲୋକସଭା ନିର୍ବାଚନ ହେବାପାଇଁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେକୌଣସି ସମୟରେ ତାଙ୍କ ପାର୍ଟି ନିର୍ବାଚନକୁ ସାମ୍ନାକରିବା ପାଇଁ  ସମ୍ପୂର୍ଣ୍ଣ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରୁ ଫେରିବାପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମେ ନିର୍ବାଚନ ପାଇଁ ସର୍ବାଦା ପ୍ରସ୍ତୁତ। ଏଥି ସହିତ ସେ ଫୁଣି ଥରେ ସେ ସ୍ପଷ୍ଟ କରିଦେଇଛନ୍ତି, ତାଙ୍କ ଦଳ, କଂଗ୍ରେସ ଓ ବିଜେପି ଠାରୁ ସମାନ ଦୂରତ୍ବ ରକ୍ଷା କରିବ।

Other News