ଡାକ୍ତରଖାନା ପାଖରେ ଥିବା ୫୪ ଟି ଆହାର କେନ୍ଦ୍ରରେ ମିଳିବ ରାତ୍ରି ଭୋଜନ

Night meals in 54 Aahar centres near hospitals

ରାଜ୍ୟର ନଗରାଞ୍ଚଳରେ ଥିବା ୫୪ ଡାକ୍ତରଖାନା ନିକଟରେ ଚାଲିଥିବା ଆହାର କେନ୍ଦ୍ର ଗୁଡିକରେ ଅର୍ଥନୈତିକ ଅନଗ୍ରସର ଲୋକ ମାନଙ୍କୁ ରାତ୍ରି ଭୋଜନ ଖୁବ୍ ଶିଘ୍ର ମିଳିବ ବୋଲି ରାଜ୍ୟ ସରକାର ନିଷ୍ଫତ୍ତି ନେଇଛନ୍ତି।

Other News