ରାଜ୍ୟ ସଂଗ୍ରହାଳୟରେ ପ୍ରତିଷ୍ଟା ହେଲା ପାଇକ ବିଦ୍ରୋହ ଗ୍ୟାଲେରି

Now, State museum has gallery on Paika mutiny

 Published : ଓଡିଶାପୋଷ୍ଟ

/  

24-Mar-2017  

ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ପାଳନ ପାଇଁ, ବିଦ୍ରୋହର ଘଟଣାବଳିକୁ ଆଧାର କରି ରାଜ୍ୟ ସଂଗ୍ରହାଳୟରେ ନିର୍ମିତ ଏକ ପାଇକ ବିଦ୍ରୋହର ଗ୍ୟାଲେରି ଉଦଘାଟିତ ହୋଇ ଯାଇଛି । ଏହି ଗ୍ୟାଲେରିରେ ତୈଳ ଚିତ୍ର ଓ ଫଟୋ ମାଧ୍ୟମରେ ପାଇକ ବିଦ୍ରୋର ନିଖୁଣ ଚିତ୍ର ପ୍ରଦାନ କରାଯବାର ଉଦ୍ୟମ ହୋଇଛି। ଆଲୋକ ଓ ଶବ୍ଦର ବ୍ୟବହାର କରି ପାଇକ ବିଦ୍ରୋହର ୪୦ ମିନିଟର ଏକ  ମନୋରମ କାହାଣୀ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି।

Other News