ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡିଶା ଜାତୀୟହାର ଠାରୁ ଆଗରେ

CM affirms Odisha achieves highest decline in IMR

 Published : ଟାଇମ୍ସ ଅଫ ଇଣ୍ଡିଆ

/  

03-Mar-2017  

ରାଜ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ଓଡିଶା ବିଗତ  ୧୬ ବର୍ଷରେ ଜାତୀୟ ହାରଠାରୁ ଆଗରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।  ଓଡିଶାରେ ୨୦୦୦ ମସିହାରୁ ଶିଶୁ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ସର୍ବାଧିକ ୫୬ ପଏଣ୍ଟ କମିଛି । ଓଡିଶାରେ ହାରାହାରି ୧୦୦୦ ନବଜାତକଙ୍କ ମଧ୍ୟରେ ୪୦ଜଣଙ୍କର ମତ୍ୟୁ ଘଟୁଥିବା ବେଳେ ଜାତୀୟ ସ୍ତରରେ ୪୧ ଜଣ ଶିଶୁଙ୍କର ମୃତ୍ୟୁ ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News