ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଠାରେ ଦାବି: ଭୁବେନଶ୍ବରରେ ସି- ଡାକର ଆଞ୍ଚଳିକ କେନ୍ଦ୍ର ଖୋଲ

Odisha CM urged union IT Minister for C-DAC regional centre in Bhubaneswar

 Published : ଓଟିଭି

/  

17-Nov-2017  

ଭୁବନେଶ୍ବରରେ ସି-ଡାକର ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇଲୋକଟ୍ରନିକ୍ସ ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦଙ୍କ ଠାରେ ଦାବି କରିଛନ୍ତି।

Other News