ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ ଦଳରେ ଯୋଗଦେଲେ

Paralakhemundi princess Kalyani Devi joined the party

 Published : ଓଡ଼ିଶା ସନ୍ ଟାଇମ୍ସ

/  

26-Feb-2019  

ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ ନବୀନ ନିବାସଠାରେ ସଭାପତି ତଥା ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରି ବିଜେଡ଼ିରେ ଯୋଗ ଦେଇଛନ୍ତି। ରାଜକୁମାରୀଙ୍କ ସହିତ  ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ୩୦୦ରୁ ଉର୍ଦ୍ଧ୍ବ ସମର୍ଥକ ଦଳରେ ମଧ୍ୟ ଯୋଗ ଦେଇଛନ୍ତି। 

Other News