ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅବସରରେ ୧୩ ଜଣଙ୍କୁ ପୁଲିସ ମେଡାଲ ପ୍ରଦାନ କଲେ

CM gives away police medals to 13 officials on I-day

 Published : ଓଟିଭି

/  

15-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବାଧୀନତା ଦିବସ ଅବସରରେ ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୟନ କରାଯାଇଥିବା ୧୩ ଜଣ  କୃତି ପୁଲିସ ଅଧିକାରୀଙ୍କୁ ପୁଲିସ୍ ପଦକ ପ୍ରଦାନ କରିଛନ୍ତି। ସୁଶାନ୍ତ ନାଥ (ଆଇ ଜି) ଏବଂ ଦିଲ୍ଲିପ ଦାସ (ଏସ୍ ପି ମୁଖ୍ୟାଳୟ)ଙ୍କ ଉଭୟଙ୍କୁ ଉଲ୍ଲେଖନୀୟ ସେବାପାଇଁ  ରାଷ୍ଟ୍ରପତି ପୁଲିସ ମେଡାଲ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୧୧ ଜଣ ପୁଲିସ ପଦକ ପ୍ରଦାନ କରାଯାଇଛି।

Other News