ବାରିପଦା ମେଡିକାଲ କଲେଜରେ ନାମଲେଖା ପାଇଁ ମିଳିଲା ସୁପ୍ରିମ କୋର୍ଟ ପ୍ୟାନେଲର ଅନୁମତି

Baripada medical college gets SC panel nod for admissions

ସୁପ୍ରିମ କୋର୍ଟଙ୍କ ମ୍ୟାନଡେଟ ଓଭରସାଇଟ କମିଟି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷ   (୨୦୧୭-୧୮)ଠାରୁ  ଏମ ବି ବି ଏସ ପାଠ୍ୟକ୍ରମରେ ୧୦୦ ଟି ଆସନରେ ନାମ ଲେଖାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି।

Other News