ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଦାବୀକରି ସଂସଦ ବାହାରେ ପ୍ରତିବାଦ ଜଣାଇ ଦଳୀୟ ସାଂସଦ

Party MPs stages protest outside Parliament demanding tribunal on Mahanadi

 Published : ଟାଇମ୍ସ ଅଫ ଇଣ୍ଡିଆ

/  

11-Aug-2017  

ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ  ତୁରନ୍ତ ଟ୍ରିବ୍ୟୁନାଲ ଗଠନ ଦାବୀକରି  ଦଳର ସାଂସଦ ମାନେ ସଂସଦର ପରିସରରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Other News