ଦଳର ସଭାପତିଙ୍କ ପରାମର୍ଶ, ବିଜେଡି ଯୁବ ନେତା ମାନେ ବୈଷୟିକ ଜ୍ଞାନ କୈଶଳ ଆପଣାଅ

Party president advises BJD youth leaders to be tech-savvy

 Published : ଟାଇମ୍ସ ଅଫ ଇଣ୍ଡିଆ

/  

29-May-2017  

  ବୈଷୟିକ ଜ୍ଞାନ କୌଶଳ ହିଁ ବିକାଶର ଧାରାକୁ ଅଧିକ ତ୍ବରାନ୍ବୀତ କରିପାରିବ, ତେଣୁ  ଯୁବ ବିଜେଡିର ନେତା ମାନେ ସାଂପ୍ରତିକ ପରିସ୍ଥିତିରେ ବୈଷୟିକ ଜ୍ଞାନ କୈଶଳ ବ୍ୟବହାର ଉପରେ ଅଧିକ ଗୁରୁତ୍ବ  ସହିତ ସୋସିଆଲ ମିଡିଆରେ  ଯୋଡି ହୋଇ ରହିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗ ଦେଇ  ଦଳର ସଭାପତି ଶ୍ରୀ ପଟ୍ଟନାୟକ  କୌଣସି ଦଳ କିମ୍ବା ବ୍ୟକ୍ତିଙ୍କ ନାମ ନ ନେଇ କହିଥିଲେ ଯେ, କିଛି ରାଜନୈତିକ ଦଳ ଓ କିଛି ବ୍ୟକ୍ତି ବିଶେଷ ମିଥ୍ୟା ପ୍ରଚାର ଚଳାଇଛନ୍ତି , ସେହିଭଳି ପ୍ରଚାରର ପ୍ରତିବାଦ କରିବା ସହିତ ଯୁବ ବିଜେଡିର ସଦସ୍ୟ ମାନେ ଜନ ସାଧାଣରଣଙ୍କ ଆଗରେ ସତକଥା ରଖନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ।

Other News