ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଓଡିଶା ଷ୍ଟାର୍ଟଅଫ ପେର୍ଟାଲ

CM LAUNCHES ODISH START UPS PORTAL

 Published : ପାଏ ନିଓର

/  

03-May-2017  

ଷ୍ଟାର୍ଟଅଫ କ୍ଷେତ୍ରରେ ଓଡିଶା ଦେଶର  ଶ୍ରେଷ୍ଠ ୩ ସ୍ଥାନ ମଧ୍ୟରେ ରହିବାକୁ ଲକ୍ଷ୍ୟ ରଖିଛି। ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇ ରଖିଛନ୍ତି।ରାଜ୍ୟର ଯୁବ ଗୋଷ୍ଠି ଏହାର ସୁଯୋଗ ନେଇ ତାଙ୍କର ସ୍ବପ୍ନକୁ ସାକାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ଷ୍ଟର୍ଟଅଫ ପୋର୍ଲଟାଲ ଶୁଭାରମ୍ଭ ବେଳେ କହିଛନ୍ତି। 

Other News