Published : ଓଡ଼ିଶା ସନ୍ ଟାଇମ୍ସ
/21-Feb-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାରେ୧୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୪୫୫.୬୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ସୋହେଲା- ନୂଆପଡା ବିଜୁ ଏକ୍ସପ୍ରେସୱେ’ ରାସ୍ତାର ଉଦଘାଟନ କରିଛନ୍ତି। ବରଗଡ଼ର ଇଚ୍ଛାପଲ୍ଲିଠାରେ ଆୟୋଜିତ ମେଗା ଚାଷୀମେଳାରେ ୧୩ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରତ୍ୟେକଙ୍କୁ ୫୦୦୦ଟଙ୍କା କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି।