ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ରର ଦୁଇଟି ୟୁନିଟକୁ ଉଦଘାଟିତ

CM inaugurated two more thermal units of OPGC power plant

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲା ଗସ୍ତ କାଳରେ  ବନହରପାଲି ଠାରେ ଓଡ଼ିଶା ପାୱାର ଜେନେରେସନ କରପୋରେସନର ଇବ୍ ଥର୍ମାଲ ପାୱାର ଷ୍ଟେସନର ନବ ନିର୍ମିତ ତୃତୀୟ ଓ ଚତୃର୍ଥ (ଦୁଇଟି )ତାପଜ ବିଦ୍ୟୁତ ୟୁନିଟକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ୧୫୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇଟି ୟୁନିଟରୁ ୧୩୨୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ ଓ ଏହି ୟୁନିଟ ଦୁଇଟି ଆସନ୍ତା ୨୫ ବର୍ଷ ପାଇଁ ବିଦ୍ୟୁତ ଶକ୍ତି ଯୋଗାଇବ।

Other News