ଓଡ଼ିଶା ବିଧାନ ସଭାର ସଦସ୍ୟ ଭାବେ ଶପଥ ନେଲେ ନବୀନ

Naveen sworn in as member of Odisha Legislative Assembly

 Published : ଓଡିଶା ବାଇଟ୍ସ

/  

30-May-2019  

ଷୋଡଶ ବିଧାନସଭାର ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଅସ୍ଥୟୀ ବାଚସ୍ପତି ଶ୍ରୀ ଅମର ପ୍ରସାଦ ଶତପଥି ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Other News