ଓଡିଶାରେ ଟେକ୍ ମହିନ୍ଦ୍ରା ତାର ତୃତୀୟ କ୍ୟାମ୍ପସ ୨୦୧୮ ମସିହାରେ ପ୍ରତିଷ୍ଠା କରିବ

Tech Mahindra to set up third Odisha campus in 2018

 Published : ଓଡିଶା ସନ୍ ଟାଇମ୍ସ

/  

23-May-2017  

ଓଡିଶାରେ ଟେକ୍ ମହିନ୍ଦ୍ରା ତାର ତୃତୀୟ କ୍ୟାମ୍ପସ ୨୦୧୮ ମସିହାରେ ପ୍ରତିଷ୍ଠା କରିବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,  ସି. ପି.ଗୁର୍ ନାନି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କହିଛନ୍ତି ।

Other News