ପୂର୍ବତନ ମେୟର ଅନନ୍ତ ଜେନା ହେଲେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ

Ex-Mayor Ananta Jena appointed party State General Secretary

 Published : ଓଡ଼ିଶା ସନ୍ ଟାଇମ୍ସ

/  

14-Mar-2019  

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଜେନା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମର ମେୟର ଥିଲେ।

Other News