ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାମରେ ବୃହତ୍ତ ଉଠା ସେଚ ଯୋଜନା ପାଇଁ କ୍ୟାବିନେଟର ଅନୁମୋଦନ

Cabinet nod to name mega lift irrigation scheme after Parbati Giri

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

25-Dec-2016  

ରାଜ୍ୟ ସରକାର ୬୬୦୦ କୋଟି ଟଙ୍କାର ବୃହତ୍ତ ଉଠା ଜଳସେଚନ ଯୋଜନାକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଛନ୍ତି।  ଏ ସଂକ୍ରାନ୍ତରେ ଆସିଥିବା ପ୍ରସ୍ତାବକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଶ୍ରୀମତୀ ଗିରି ବରଗଡରେ ଜନ୍ମ ଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ବିକାଶ ପାଇଁ ତାଙ୍କର ଉଲ୍ଲେଖ ଯୋଗ୍ୟ ଅବଦାନ ପାଇଁ ସେ ଓଡିଶାର ମଦର ଟେରେସା ନାମରେ ଖ୍ୟାତ।

Other News