ମୁଖ୍ୟମନ୍ତ୍ରୀଙ୍କ ପୁଲିସ ମହା ନିର୍ଦ୍ଦେଶଙ୍କ ଙ୍କୁ ନିର୍ଦ୍ଦେଶ, ସ୍ଵାଧୀନତା ସଂଗ୍ରାମୀଙ୍କ ନାତିକୁ ଠାବକର

Chief Minister orders police DG to trace missing kin of freedom fighter

ସ୍ଵାଧୀନତା ସଂଗ୍ରାମୀ ତଥା ଆଇ ଏନ ଏ ର ସେନା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି, ଯେକି 3 ଦିନ ଧରି ନିଖୋଜ ଅଛନ୍ତି, ତାକୁ ଠାବ କରିବାକୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏ ମଧ୍ୟରେ ସୁଜାତା ପଣ୍ଡା ଙ୍କୁ ମଙ୍ଗଳବାର ଦିନ ଭୋରୁ ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର କରିଥିବାରୁ ଦେବପ୍ରିୟ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦିତ କରିଛନ୍ତି l

Other News