ଆନ୍ଧ୍ର ଖଣି ବିଷ୍ଫୋରଣ,ମୃତ୍ୟୁକ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

Andhra quarry blast, CM announced ex-gratia for kin of deceased

 Published : ଓଡ଼ିଶା ସନ୍ ଟାଇମ୍ସ

/  

06-Aug-2018  

ଆନ୍ଧ୍ର ପ୍ରଦେଶର କୁରନୁଲଠାରେ ଅଗଷ୍ଟ ୩ ତାରିଖରେ ପଥର ଖଣି ବିଷ୍ପୋରଣରେ ମୃତ୍ୟୁ ବରଣ କରିଥିବା ୩ ଜଣ ଓଡିଆ ଶ୍ରମିକ ଖବରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ରିଲିଫ ୨ ଲକ୍ଷ ଟଙ୍କା ଲେଖାଏଁ  ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଘୋଷଣା କରିଛନ୍ତି।

Other News